संसद मार्च के दौरान CJP प्रदर्शनकारियों पर लाठीचार्ज

सोमवार को जंतर-मंतर पर कॉकरोच जनता पार्टी के प्रदर्शनकारियों ने संसद की ओर मार्च करने की कोशिश की, जिस पर पुलिस ने लाठीचार्ज किया । खबरों के मुताबिक, जब प्रदर्शनकारियों…

Balianta Lynching Case: ବାଲିଅନ୍ତା ହତ୍ୟା ମାମଲା; ଆସିଲା ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ବହୁ ଚର୍ଚ୍ଚିତ ବାଲିଅନ୍ତା ଭିଡ଼ହତ୍ୟା ମାମଲାରେ ଆସିଲା ସୌମ୍ୟରଞ୍ଜନ ସ୍ବାଇଁଙ୍କ ସାଙ୍ଗ ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏହି ଘଟଣାରେ ୫/୬ ଅଭିଯୁକ୍ତ ଏବେ ବି ଫେରାର ରହିଥିବା…

Baragada Doctor Attacked At Hospital: ବରଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ; ଯୁବକ ଅଟକ

ବରଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ । ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତ…

Monsoon Session Of Parliament: ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ୧୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭରୁ ଲୋକସଭାରେ ହଟ୍ଟଗୋଳ ଦେଖାଦେଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ…

Hera Panchami Ritual: ଆଜି ହେଉଛି ହେରା ପଞ୍ଚମୀ; ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା ଲକ୍ଷ୍ମୀ

ଆଜି ହେଉଛି ହେରା ପଞ୍ଚମୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି । ନବଦିନାତ୍ମକ ଘୋଷଯାତ୍ରାରେ ଯାଇ ମାଉସୀ ମା ଘରେ ଅଛନ୍ତି ତିନି ଠାକୁର । କିନ୍ତୁ ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ…

Capital Police Sealed Media Office: ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଅଫିସ

ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ମିଛ କହିବା ପଡ଼ିଲା ମହଙ୍ଗା। ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ଫୋକସ ପ୍ଲସର ଅଫିସ । ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟକୁ ସିଲ୍ କଲା କ୍ୟାପିଟାଲ ଥାନା ପୋଲିସ । ଗଣମାଧ୍ୟମ ସାମ୍ନାରେ ସ୍କୁଲ ଏବଂ ଗଣଶିକ୍ଷା…

FIFA World Cup 2026: ଫିଫା ବିଶ୍ବକପ୍‌ ଫାଇନାଲ: ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ ହେଲା ବିଶ୍ୱ ବିଜେତା

୨୦୨୬ ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ ବିଶ୍ୱ ବିଜେତା ହୋଇଛି । ଆମେରିକାର ନ୍ୟୁ ଜର୍ସିଠାରେ ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ ଉଭୟ ଦଳ ଦୀର୍ଘ ସମୟ ଧରି କଡ଼ା ଟକ୍କର ଦେଇଥିଲେ ।୧୨୦ ମିନିଟ୍‌ର ଜୋର୍‌ଦାର…