ବ୍ରାଜିଲ କିମ୍ବଦନ୍ତୀ ନେମାର ଜୁନିଅର ଆନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୨୬ ଫିଫା ବିଶ୍ବକପରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଅବସର ଘୋଷଣା କରିଛନ୍ତି । ଏହା ସହିତ ବିଶ୍ବ ଫୁଟ୍‌ବଲ୍‌ର ଅନ୍ୟତମ ସଫଳ କ୍ୟାରିୟରର ପରିସମାପ୍ତି ହୋଇଛି।

ବ୍ରାଜିଲ୍ ପାଇଁ ସର୍ବାଧିକ ଗୋଲ୍ ସ୍କୋର କରିଛନ୍ତି ନେମାର। ୧୬ ବର୍ଷର କ୍ୟାରିୟର୍‌ ମଧ୍ୟରେ ନେମାର୍‌ ୧୨୯ ମ୍ୟାଚ୍‌ରେ ୮୦ ଗୋଲ୍‌ କରିଛନ୍ତି।

 

Leave a Reply

Your email address will not be published. Required fields are marked *