ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାର ପ୍ରତି ସମବେଦନା, ଆହତଙ୍କ ଆରୋଗ୍ୟ କାମନା କରି ସମସ୍ତ ସହାୟତା ଯୋଗାଇ ଦେବ ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଏହିପରି ସଙ୍କଟ ସମୟରେ ଆମେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ରହିଛି ଭାରତ ।

ଅନ୍ୟପଟେ ଏହି ଭୂମିକମ୍ପରେ ୧୦ ହଜାରରୁ ଅନେକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଲକ୍ଷ ଲକ୍ଷ ଲୋକେ ଆହତ ହୋଇଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ଲକ୍ଷେ ଟପିପାରେ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *