ମୟୂରଭଞ୍ଜ ଜିଲ୍ଲାର ଉଦଳା ୫ ନମ୍ୱର ୱାର୍ଡର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁଇଜଣ ଯୁବକଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବରେ ଆକ୍ରମଣ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଗତ ଏପ୍ରିଲ ମାସର ଏହି ମାଡ଼ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ନିମ୍ନମାନର କାମ ନେଇ ମୁହଁ ଖୋଲିବାରୁ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିଛି। Post navigation Bomb Attack At Bhanjanagar Municipal Chairperson’s House: ପୌର ଅଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼ Polasara: Bus hits Auto; 6 Passengers Dead, 4 Critical