Tag: Youths Assaulted

Youths Assaulted On Road In Udala: ଉଦଳା ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

ମୟୂରଭଞ୍ଜ ଜିଲ୍ଲାର ଉଦଳା ୫ ନମ୍ୱର ୱାର୍ଡର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁଇଜଣ ଯୁବକଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବରେ ଆକ୍ରମଣ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଗତ ଏପ୍ରିଲ ମାସର ଏହି ମାଡ଼ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍…