ଲପୁରୀ ସମୁଦ୍ର ଅଘଟଣ । ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ । ସମୁଦ୍ରରେ ଗାଧେଇବା ବେଳେ ରିପ୍ କରେଣ୍ଟ ଓ ବଡ଼ ଲହଡ଼ିରେ ଭାସି ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ସାହସିକତାର ସହ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ଉଦ୍ଧାର ପରେ ସୁଜିତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। Post navigation Baliapal Police Attack: ବାଲିଆପାଳ ପୋଲିସ ଉପରେ ଆକ୍ରମଣ ଘଟଣା; ୨ ଗିରଫ