Tag: Lifeguards Save Life

Massive Scare in Puri ପୁରୀ ଅଘଟଣ; ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ

ଲପୁରୀ ସମୁଦ୍ର ଅଘଟଣ । ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ । ସମୁଦ୍ରରେ ଗାଧେଇବା ବେଳେ ରିପ୍ କରେଣ୍ଟ ଓ ବଡ଼ ଲହଡ଼ିରେ ଭାସି ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ସାହସିକତାର ସହ…