Tag: Puri sea beach

ସେନା ଦିବସ ପାଇଁ ପୁରୀ ବେଳାଭୂମିରେ କଟକଣା; ୪ରେ ସମୁଦ୍ର ସ୍ନାନ ଉପରେ ଲାଗିଲା ରୋକ୍

ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏହି ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଏହା ସହ ନୌସେନା ଦିବସ…