ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡ଼ିକୁ ଅଣ୍ଡା ଓ ବୋତଲ ମାଡ଼ ହୋଇଛି ।ତିଗିରିଆ ବୈଠକକୁ ଆସୁଥିବା ବେଳେ ଜୋରଦାର ବିରୋଧ କରି ଏହି ଅଣ୍ଡାମାଡ଼ କରାଯାଇଛି। ଏହା ସହ ଠେଙ୍ଗାରେ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *