ସରକାରୀ କାର୍ଯ୍ୟାଳୟ ଓ ନିଜ ପଦର ଅପବ୍ୟବହାର ଅଭିଯୋଗ ପରେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେ SVEEP ଦ୍ଵାରା ନିର୍ବାଚନ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଏବଂ ମିଶନ ଶକ୍ତି ମହିଳାଙ୍କୁ ଆର୍ଥିକ ଅନୁଦାନ ବନ୍ଦ କରିଦେବା ନେଇ ଧମକ ଦେଉଥିବା ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ବ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ଫଳ ସ୍ୱରୂପ ଏହାର ସତ୍ୟାସତ୍ୟ ବିଚାର କରି ମୁଖ୍ୟ ନିର୍ବାଚନ ଅଧିକାରୀ ବଡ ପଦକ୍ଷେପ ନେବା ସହ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି।

By Nirvay

Leave a Reply

Your email address will not be published. Required fields are marked *