ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡ଼ିଶା କ୍ୟାଡର କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି।

ତାଲିମ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କ୍ୟାବିନେଟ ନିଯୁକ୍ତି କମିଟି ମିଶ୍ରଙ୍କ ପ୍ରତ୍ୟାବର୍ତ୍ତନକୁ ଅନୁମୋଦନ କରିଛନ୍ତି।

ଜାତୀୟ ନିଯୁକ୍ତି ଏଜେନ୍ସି ଏବଂ ତାଲିମ ବିଭାଗ (ଡିଓପିଟି) ର ସଚିବ ତଥା ପରୀକ୍ଷା ନିୟନ୍ତ୍ରଣ ସଂଜୀବ ମିଶ୍ରଙ୍କୁ (ବ୍ୟାଚ ୧୯୯୭) “କୁଲିଂ ଅଫ୍” ଲାଗୁ କରି ଓଡ଼ିଶାର ତାଙ୍କ ମୂଳ କ୍ୟାଡର କୁ ପତ୍ୟବର୍ତନ କରାଯାଇଛି ବୋଲି ଆଦେଶରେ କୁହାଯାଇଛି।

By Nirvay

Leave a Reply

Your email address will not be published. Required fields are marked *