Category: ରାଜନୀତି

କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ଦେଲା ୨୫ ଗ୍ୟାରେଣ୍ଟି, ୫ ନ୍ୟାୟ ପ୍ରତିଶ୍ରୁତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ ପତ୍ର’ ନାଁରେ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଏହି ଇସ୍ତାହାର ଅନୁସାରେ ଘୋଷଣାପତ୍ରରେ ଦଳ…

ମୋନିଦୀପା ସର୍ଖେଲଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ବ

ଭୁବନେଶ୍ବର: ଆଜି ପାରଦ୍ବୀପର ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଜନତା ଦଳ ନୂଆ ଦାୟିତ୍ବ ପ୍ରଦାନ କରିଛି। ତାହା ହେଲା ମୋନିଦୀପାଙ୍କୁ ଦଳ ବିଜୁ ଶ୍ରମିକ ସାମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରିଛି। କିଛିଦିନ ତଳେ ସେ ବିଜେଡିରେ ସାମିଲ…

ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ

ଭୁବନେଶ୍ୱର : ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ । ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଅନ୍ୟତମ ପ୍ରମୁଖ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ଅମରେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ସେ ନିରନ୍ତର…

ECI ଦ୍ଵାରା ନୂତନ ଏସପି ଓ ଡିସିପି ନିଯୁକ୍ତି

ଭାରତର ନିର୍ବାଚନ ଆୟୋଗ (ECI) ନୂତନ ରାଉରକେଲା ଏସପି, କଟକ ଡିସିପି ଏବଂ ଅନୁଗୁଳ ଏସପିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ECI ଦ୍ୱାରା ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠି ଅନୁଯାୟୀ ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି,…

୨ ପୁଅଙ୍କୁ ଜିତାଇବା ପାଇଁ କଲେ ନିବେଦନ: ସୁର ରାଉତରାୟ

ନିର୍ବାଚନ ପ୍ରସ୍ତୁତିରେ ସବୁ ଦଳ। ଏହି ଭିତରେ ଜଟଣୀ କୁଦିଆରୀ ଦଶଦୋଳ ମେଳନରେ ଭିଡ଼ରେ କିଛି ଏମିତି କହି ଚର୍ଚ୍ଚାରେ ଆସିଛନ୍ତି ବିଧାୟକ ସୁର ବାବୁ। ସେ ସେଠାରେ ଥିବା ଜନସାଧାରଣଙ୍କୁ କହିଛନ୍ତି ଯେ ତାଙ୍କ ୨ ପୁଅ ଙ୍କୁ ଭୋଟ…

ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ବର : ବିଜେଡି ଛାଡିଲେ ବିଧାୟକ ରମେଶ ସାଏ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଦଳରେ କୋଣଠେସା…

ପାଣ୍ଡିଆନ ନେତା ନା ଅଫିସର: ଅନିଲ ବିଶ୍ଵାଳ

ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର…

ବିଜେପିରୁ ଇସ୍ତଫା ଦେଲେ ସୋନାଲି ସାହୁ

ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍‌ଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନା ଅସୁନାରେ…

କଂଗ୍ରେସ ଛାଡିପାରନ୍ତି ସାଲୁଜା!

ଏବେ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ବଡ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜିରୁ ତାଙ୍କୁ କଂଗ୍ରେସ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା…

ଦଳ ବିରୋଧୀ ମନ୍ତବ୍ୟ ପାଇଁ ହୋଇଥିବା ନୋଟିସର ଉତ୍ତର ରଖିଲେ ସୁରେଶ ରାଉତରାୟ

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ହୋଇଥିବା ନୋଟିସର ସେ ଉତର ରଖିଛନ୍ତି । ପିସିସି ସଭାପତିଙ୍କ ନିକଟରେ ଉତର ରଖିଛନ୍ତି ସୁରେଶ ରାଉତରାୟ । ନିଜ ଦୋଷ ଲୁଚାଇ ଗଣମାଧ୍ୟମକୁ ଦୋଷୀ କରିବାକୁ ପ୍ରୟାସ କରିଛନ୍ତି…