ରାଜନୀତି ରାଜ୍ୟ Dama Rout’s Statue Demolished: ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତଙ୍କ ପ୍ରତିକ୍ରିୟା April 25, 2026 Nirvay ଉନ୍ମୋଚନ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତିକୁ ବନ ବିଭାଗ ଭାଙ୍ଗି ଦେଇଛି । ଏରସମା ବ୍ଲକ୍ ଶିଆଳି ଠାରେ ସ୍ଥାପନ ହେଉଥିବା ଏହି ପ୍ରତିମୂର୍ତ୍ତିକୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଭଙ୍ଗାଯିବା ଘଟଣା…
ରାଜନୀତି ରାଜ୍ୟ Congress to Launch Mega Padayatra: ଶିଳ୍ପସଂସ୍ଥାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆରମ୍ଭ ହେବ କଂଗ୍ରେସର ମହା ପଦଯାତ୍ରା April 24, 2026 Nirvay ରାଜ୍ୟର ଖଣିଜ ସମ୍ପଦ ଓ ଶିଳ୍ପାଞ୍ଚଳରେ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ହେଉଥିବା ଅନ୍ୟାୟ ଓ ଶୋଷଣ ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ଏକ ବିଶାଳ ପଦଯାତ୍ରା ଘୋଷଣା କରିଛି । ଆସନ୍ତା ମେ ୩ ତାରିଖରୁ ଏହି ପଦଯାତ୍ରା…
ତାଜା ଖବର ଦେଶ ରାଜନୀତି AAP MPs Join BJP: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆପ୍ ଛାଡ଼ିଥିବା ୩ ସାଂସଦ April 24, 2026 Papirani ରାଜ୍ୟସଭା ସାଂସଦ ରାଘବ ଚଢା ଆଜି ଆମ ଆଦମୀ ପାର୍ଟି (ଆପ) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଆପ ନେତୃତ୍ୱ ସହିତ ଖୋଲା ମତଭେଦ ପରେ ଏହି ପଦକ୍ଷେପ ନିଆଯାଇଛି। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ଉପସ୍ଥିତିରେ…
ତାଜା ଖବର ଦେଶ ରାଜନୀତି 7 AAP MPs Merging With BJP: ୭ ଜଣ ଆପ ସାଂସଦ ବିଜେପିରେ ସାମିଲ April 24, 2026 Papirani ଆଜି ଦିଲ୍ଲୀରେ ଏକ ବଡ଼ ରାଜନୈତିକ ବିସ୍ଫୋରଣ ଘଟିଛି। ଆପ୍ ଛାଡିଛନ୍ତି ସାଂସଦ ରାଘବ ଚଢା। ‘ଆମ୍ ଆଦ୍ମୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ, ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଶେଷରେ ଆପ୍ ରୁ ଇସ୍ତଫା ଦେଇଛନ୍ତି।…
ଦେଶ ରାଜନୀତି West Bengal, Tamil Nadu Record Highest Ever Turnout: ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗ, ତାମିଲନାଡୁରେ ରେକର୍ଡ ମତଦାନ April 23, 2026 Nirvay ଦେଶର ଦୁଇ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ବିଧାନସଭା ନିର୍ବାଚନରେ ଲକ୍ଷ ଲକ୍ଷ ଭୋଟର ଆଗାମୀ ପାଞ୍ଚ ବର୍ଷ ପାଇଁ ସେମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିବାକୁ ଆଜି ମତଦାନ କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ସ୍ୱାଧୀନତା ପରଠାରୁ…
ତାଜା ଖବର ରାଜନୀତି ରାଜ୍ୟ Women’s Reservation Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା April 23, 2026 Papirani ମହିଳା ସଂରକ୍ଷଣ ବିଲ୍ କାଟକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେପି ମହିଳାମୋର୍ଚ୍ଚା । ସେ କହିଛନ୍ତି ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ । ସେମାନେ ଏହି ବିଲ୍ ବିରୋଧରେ…
ତାଜା ଖବର ରାଜନୀତି ରାଜ୍ୟ Seashore Chit Fund Scam: ସିଶୋର ଚିଟ୍ ଫଣ୍ଡ ମାମଲା; ରଦ୍ଦ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରଭାତ ବିଶ୍ୱାଳ April 23, 2026 Papirani ବରିଷ୍ଠ ରାଜନୈତିକ ନେତା ପ୍ରଭାତ ବିଶ୍ୱାଳ ଗୁରୁବାର ତାଙ୍କ ବିରୋଧରେ ବିଚାରାଧୀନ ବହୁ ଚର୍ଚ୍ଚିତ ସିସୋର୍ ଚିଟଫଣ୍ଡ ଠକେଇ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଭାତ ବିଶ୍ୱାଳ ତାଙ୍କ ଆବେଦନରେ ଯୁକ୍ତି ଦର୍ଶାଇଛନ୍ତି ଯେ ହାଇକୋର୍ଟ…
ରାଜନୀତି ରାଜ୍ୟ Women Reservation Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଜେପିର ବିଶାଳ “ଜନ ଆକ୍ରୋଶ ମହିଳା ସମାବେଶ” April 22, 2026 Nirvay ସଂସଦରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇଲା ପରେ ରାଜ୍ୟ ବିଜେପିର ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଆଜି ଅନୁଷ୍ଠିତ ହୋଇଛି । ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଧାନୀ…
ତାଜା ଖବର ରାଜନୀତି ରାଜ୍ୟ Voter Deletion Row: ରାଜ୍ୟରେ ୯.୮ ଲକ୍ଷ ଭୋଟରଙ୍କ ନାଁ କଟିବା ଘଟଣା; ଭୁବନେଶ୍ୱରରେ ବିଜେଡି କର୍ମୀଙ୍କ ପ୍ରତିବାଦ April 22, 2026 Papirani ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ଘଟଣାରେ ବିଜେଡ଼ିର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ। ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି। ବୁଧବାର ବିଜେଡ଼ି ପକ୍ଷରୁ ରାଜ୍ୟ ମୁଖ୍ୟ…
ତାଜା ଖବର ଦେଶ ରାଜନୀତି West Bengal Election: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଜାରି ହେଲା ବାଇକ୍ କଟକଣା April 21, 2026 Papirani ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ଅନୁଷ୍ଠିତ ହେଉଛି। ୧୫୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ମତଦାନ କରାଯାଉଛି । ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ଦୁଇ ପର୍ଯ୍ୟାୟରେ ଭୋଟ ହେବ ୨୩ ଓ ୨୯ ଏପ୍ରିଲ। ମେ ୪ରେ ଫଳାଫଳ ଘୋଷଣା…