ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରେ ହାଜତ ମୃତ୍ୟୁ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ବିଜୁ ଜନତା ଦଳ (ବିଜେଡି) ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରିଛି । ଦକ୍ଷିଣ ଓଡ଼ିଶାର ୧୨ ନେତାଙ୍କୁ ନେଇ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ । ଏହି ଦଳ ପୀଡିତାଙ୍କ ପରିବାରକୁ ଭେଟି ଘଟଣାର ସତ୍ୟତା ଜାଣିବାକୁ ପ୍ରୟାସ କରିବ ଏବଂ ସ୍ଥାନୀୟ ବାସିନ୍ଦା ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *