ଜୁନ୍ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକାର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ବେଙ୍ଗାଲୁରୁରେ ଶପଥ ନେବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ADR ରିପୋର୍ଟ ଅନୁଯାୟୀ ଶପଥ ନେବା ପରେ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ (୧୪୧୩ କୋଟି)ର ମାନ୍ୟତା ପାଇବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିବକୁମାର। ଦ୍ବିତୀୟରେ ରହିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ (୯୩୧କୋଟି), ତୃତୀୟରେ ରହିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ (୬୪୮ କୋଟି) ଟଙ୍କା । Post navigation Pension Issue to be Resolved Soon: ରାଜ୍ୟରେ ୧୫ ଦିନ ଭିତରେ ସମଧାନ ହେବ ଭତ୍ତା ସମସ୍ୟା: ମନମୋହନ ସାମଲ PM May Visit Odisha: ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ଓଡ଼ିଶା ଆସିବାକୁ ଆଗ୍ରହୀ ପ୍ରଧାନମନ୍ତ୍ରୀ ମୋଦି: ରାଜ୍ୟ ବିଜେପି ସଭାପତି