Category: ରାଜନୀତି

ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ନବୀନ

ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିଶାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ବୋଲି ଜଣା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଟିଟିଲାଗଡ଼ ଆସନରୁ ନାମାଙ୍କନ…

ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ: ପାଣ୍ଡିଆନ

ଛତ୍ରପୁର; ଆଜି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ…

ରାଜ୍ୟ ସରକାର ଗଠନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ: କଟକ ଲୋକସଭା ଦାୟିତ୍ୱରେ ସିପି ଯୋଶୀ, କଳାହାଣ୍ଡିରେ ଦିନେଶ ଯାଦବ

ଭୁବନେଶ୍ୱର: ଓଡ଼ିଶାରୁ ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହିତ ରାଜ୍ୟ ସରକାର ଗଠନ କରିବା ପାଇଁ ଭାଜପା ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇସାରିଛି। ଏହି ରଣନୀତି ଅନୁସାରେ କଟକ ଲୋକସଭା ଆସନରେ କିପରି ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିବେ…

ଅମିତ ଶାହଙ୍କ ଫେକ୍‌ ଭିଡିଓ ଭାଇରାଲ୍ ପ୍ରସଙ୍ଗ: ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ଗିରଫ ଦାବିକଲା ବିଜେପି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁରେ ଫେକ୍‌ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାରତୀୟ ଜନତା ପାର୍ଟି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ୍ ଭିଡିଓ ଧରି ମିଥ୍ୟା ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି…

ଜମି ହଡପ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି; ରାଜ୍ୟପାଳ ଅନୁମତି ଦେବେ କି ?

ଭୁବନେଶ୍ୱର; ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ବେଆଇନ ଜମି ହଡପ ମାମଲା ନେଇ ଅଭିଯୋଗ ଆଣିଛି ନବ ନିର୍ମାଣ କୃଷକ ସଂଗଠନ । ଯାହା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ଏହା ସହିତ ଏଫଆଇଆର ପଞ୍ଜିକରଣକୁ…

ବିଜେପିରେ ଯୋଗ ଦେଲେ ଟେଲି ଅଭିନେତ୍ରୀ ଅନୁପମା

ନୂଆଦିଲ୍ଲୀ ; ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟେଲି ଅଭିନେତ୍ରୀ ଅନୁପମା ତଥା ରୂପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାପଡ଼ିଛି। ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା…

ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବା ପ‌ଛରେ ସାନବାବୁଙ୍କୁ ବ୍ୟାକଡୋର୍ ଏଣ୍ଟ୍ରି ଲାଗି ପ୍ରୟାସ ଓ…

ମେ ୬ ରେ ଓଡ଼ିଶା ଆସୁଛନ୍ତି ମୋଦି, ଉତ୍ସାହିତ ବିଜେପି କର୍ମୀ

ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ…

ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଚ୍ କ୍ରାଫ୍ଟ -୨୦୦କୁ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ । ମାଲକାନଗିରିର ମିଶ୍ରଣ ପର୍ବକୁ ଯାଉଥିବାବେଳେ ତାଙ୍କ ବିମାନ ଯାଞ୍ଚ ହୋଇଥିବା ଜଣା ପଡ଼ିଛି । ତେବେ କେଉଁ କାରଣରୁ ତାଙ୍କ ବିମାନ ଯାଞ୍ଚ ହୋଇଥିଲା ତାହା…

ଆକ୍ସନ ମୋଡରେ ରାଜ୍ୟ ବିଜେପି,ଘନ ଘନ ଆସୁଛନ୍ତି କେନ୍ଦ୍ରୀୟ ନେତା

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳ ଚଞ୍ଚଳ ବିଜେପି ଶିବିର। ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ଓଡ଼ିଶାକୁ ଘନ ଘନ ଆସୁଛନ୍ତି କେନ୍ଦ୍ର ନେତୃମଣ୍ଡଳୀ। ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା, ତାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…