କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଚ୍ କ୍ରାଫ୍ଟ -୨୦୦କୁ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ । ମାଲକାନଗିରିର ମିଶ୍ରଣ ପର୍ବକୁ ଯାଉଥିବାବେଳେ ତାଙ୍କ ବିମାନ ଯାଞ୍ଚ ହୋଇଥିବା ଜଣା ପଡ଼ିଛି ।

ତେବେ କେଉଁ କାରଣରୁ ତାଙ୍କ ବିମାନ ଯାଞ୍ଚ ହୋଇଥିଲା ତାହା ଜଣା ପଡିନଥିବା ବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବିମାନରୁ ଓହ୍ଲାଇ କାର ଯୋଗେ ମିଶ୍ରଣ ସ୍ଥଳୀକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ।

By Nirvay

Leave a Reply

Your email address will not be published. Required fields are marked *