Category: ରାଜନୀତି

ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟିଲେ ଜୟ ପଣ୍ଡା

ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ା ପ୍ରିୟ ନେତା ଜୟ ପଣ୍ଡା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ…

ପଦ୍ମ ଧରିଲେ ଅଜୟ ନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ ଅଜୟ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ। ବିଜେପି…

ଓଡ଼ିଶା ଭୋଟରଙ୍କ ଭିତରେ ପ୍ରବଳ ଯୋଗୀ କ୍ରେଜ୍‌

କୌଣସି ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିନାହାନ୍ତି । ଚୂଡ଼ାନ୍ତ ହେଉହେଉ ଆସନ୍ତା ସପ୍ତାହ ହୋଇଯିବ । ଆସନ୍ତା ସପ୍ତାହରେ ଅର୍ଥାତ ଶୁକ୍ରବାର ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଯିବ । ଏବେଠୁ କିନ୍ତୁ ଓଡ଼ିଶାରେ ଆଲୋଚନା ହେଲାଣି ଯେ,…

କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ତାଲିକା!

କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବରଗଡ଼ରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସୂଚନା ସାମ୍ନାକୁ ଆସିଛି। କାଲି ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ।୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି…

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ଜୋରଦାର ପ୍ରଚାର

କେନ୍ଦ୍ରାପଡ଼ା ନେତା ବୈଜୟନ୍ତ ପଣ୍ଡା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ । ପରେ ଛପାଲୀ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ…

କୁଲେସିକାଙ୍କୁ ଯାଚିଥିଲେ କୋଟିଏ !

ଭୁବନେଶ୍ୱର : ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ନେତା କୈଳାସ କୁଲେସିକା । ବିଜେଡି ବିରୋଧରେ ସାଂଘାତିକ ବୟାନ ଦେଲେ କୁଲେସିକା । ଟିକେଟ ନଦେଇ, କୋଟିଏ ଟଙ୍କା ଯାଚିଥିବା କହିଲେ କୁଲେସିକା । ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି…

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦ୍ଦେବ

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ ସାମ୍ନା କୁ ଆସିଛ । ସେ କହିଛନ୍ତି କି ନବୀନଙ୍କ ବିରୋଧରେ ଲଢ଼ିବାକୁ ଇଛା ଥିଲା।ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଲଢ଼ିବାକୁ ଚାହୁଁଥିଲି। ସେ…

ଭାଇରଲ ଅଡ଼ିଓ: ଏସଏଚଜି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ଉପଯୋଗ କରୁଛି ବିଜେଡି !

ନିର୍ବାଚନ ପାଖେଇ ଆସୁଥିବାବେଳେ ଅନେକ ଖବର ସାମ୍ନାକୁ ଆସିଛି। କେତେବେଳେ କୋଉ ନେତା ଦଳ ବଦଲାଉଛନ୍ତି ତ କେତେବଳେ ଅନ୍ୟ କେହି ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶାସକ ଦଳକୁ ଅନେକ ନେତା ଟାର୍ଗେଟ ରେ ରଖି ସମାଲୋଚନା କରୁଛନ୍ତି। ଏହି ଭିତରେ…

ପଦ୍ମ ଧରିଲେ କୈଳାଶ ଚନ୍ଦ୍ର କୁଲେସିକା, ଲକ୍ଷ୍ମୀପୁରରେ ବିଜେଡି ଟିକଟ ଘୋଷଣାକୁ ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ଵର: ବିଜେପିରେ ମିଶିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଲକ୍ଷ୍ମୀପୁର ପାଇଁ ବିଜେଡି ଟିକଟ ଘୋଷଣାକୁ ନେଇ ଅସନ୍ତୁଷ୍ଟ ହୋଇ କୁଲେସିକା ବିଜେପିରେ ମିଶିଛନ୍ତି।ସେ…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା

ସମ୍ବଲପୁର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ। ନିକଟରେ ଦୁର୍ଘଟଣା ପରେ ସୁସ୍ଥ ହୋଇଥିବା ଏହି ନେତା ପ୍ରଥମ ଥର ପାଇଁ ସମ୍ବଲପୁର…