Category: ରାଜନୀତି

କି ମନୋରମ ଦୃଶ୍ୟ ! ପାନ ବରଜରେ ସଜ୍ଜିତ ଏ ପୋଲିଂ ବୁଥ୍

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆଜି ଭୋଟ୍ ଦେଉଛି ସାରା ଓଡ଼ିଶା । ଭୋଟର୍ ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାରିଆଡ଼େ ସଜା ହୋଇଛି ପୋଲିଂ ବୁଥ୍ । ସେହିପରି ଆଜି ଏକ…

ଡ୍ୟୁଟି ବେଳେ ଚାଲିଗଲା BLOଙ୍କ ଜୀବନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଡ୍ୟୁଟି ବେଳେ BLOଙ୍କ ମୃତ୍ୟୁ ହୋଇଛି। ଯାଜପୁର ବିଞ୍ଝାରପୁର ଫତେପୁରର ୧୫୭ ବୁଥରେ ଘଟିଛି ଏପରି ଅଘଟଣ। ଏଠି କାର୍ଯ୍ୟରତ BLO ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣା ପଡିଛି। ଛାତିରେ…

ଭୋଟ ଦେବାକୁ ଆସି ବୁଥ ଭିତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୋଟ ଦେବାକୁ ଆସି ଟଳି ପଡିଲେ ବୃଦ୍ଧ। ନୀଳଗିରି ନିର୍ବାଚନମଣ୍ଡଳୀ ଈଶ୍ୱରପୁର ପଂଚାୟତର ୧୫୯ ନଂ ବୁଥରେ ଘଟୁଛି ଏଭଳି ଅଭାବନୀୟ ଅଘଟଣ। ବୁଥ ଭିତରେ ୭୭ ବର୍ଷୀୟ ବୃଦ୍ଧ ଜଣଙ୍କ ହଠାତ୍ ଟଳି ପଡ଼ିଥିବା ବେଳେ ତାଙ୍କୁ ସେଠାରୁ ଈଶ୍ୱରପୁର…

ସକାଳ ୯ଟା ସୁଦ୍ଧା ୭.୬୯% ମତଦାନ

ଆଜି ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସକାଳ ୯ଟା ସୁଦ୍ଧା ମୋଟ ୭.୬୯% ମତଦାନ ହୋଇଛି।ମୟୂରଭଞ୍ଜ ରେ ୭.୧୦%, ବାଲେଶ୍ବର ରେ ୭.୭୭%,ଭଦ୍ରକରେ ୭.୭୯%,କେନ୍ଦ୍ରାପଡ଼ାରେ ୭.୯୦% ,ଯାଜପୁର୭.୭୪% ଓ ଜଗତସିଂହପୁରରେ ୮.୨୩% ମତଦାନ ହୋଇଛି ।…

ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ

ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ…

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍

ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ଏହା ଅଧୀନସ୍ଥ ୪୨ଟି ଆସନରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ଭୋଟ୍ ଗ୍ରହଣ…

ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଭୋଟ ପାଇଁ ବାଂଟୁଛନ୍ତି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ଦାବି କରୁଥିବା ବେଳେ ନିର୍ବାଚନୀ ଫାଇଦା ପାଇଁ ଟଙ୍କା…

ନିର୍ବାଚନ ପାଇଁ ମିଶନ ଶକ୍ତି ମହିଳା ବାଣ୍ଟୁଛନ୍ତି ଟଙ୍କା

କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରୁ ମିଶନଶକ୍ତି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଛି । ରେମୁଣା ବ୍ଲକ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଯାଉଥିବା…

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାଜନକ: ସମୀର ମହାନ୍ତି

ଗତ ୨ ଦିନ ହେଲା ରାଜ୍ୟରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଉଭୟ ଘଟଣାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଅବ୍ୟବସ୍ଥିତ ରହିଛି ତାହା…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନିୟୋଜିତ ହେଇଛନ୍ତି ୩୬ ହଜାର ପୋଲିସ ଫୋର୍ସ

କାଲି ହେବାକୁ ଯାଉଛି ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ମତଦାନ। ରଜ୍ୟର ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଟି ଲୋକ ସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ସମସ୍ତ ସ୍ଥାନରେ ସୁରକ୍ଷା…