Category: ରାଜନୀତି

୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ନିର୍ବାଚନ ପାଇଁ ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଏହାରି ମଧ୍ୟରେ ବିରାଟ ବ୍ୟବଧାନରେ ଅମିତ୍‌ ଶାହ ରହିଥିବା ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ଗୁଜୁରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ୁଥିବା ଶ୍ରୀ ଶାହା ୫ ଲକ୍ଷ ୬୮ ହଜାର ଭୋଟ ବ୍ୟବଧାନରେ…

ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଲା ଏନଡିଏ

ନିର୍ବାଚନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ…

କଂଟାବାଞ୍ଜି ରେ ନବୀନ ପଛୁଆ

ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବିଧାନସଭା ନିର୍ବାଚନ ଫଳାଫଳର ଆରମ୍ଭରୁ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କଂଟାବାଞ୍ଜି ବିଧାନସଭା ଆସନରେ ୩ ରାଉଣ୍ଡ ଗଣତି ପରେ…

ଓଡ଼ିଶା ନିର୍ବାଚନରେ ଗେରୁଆ ଲହର,ଓଡ଼ିଶାରେ ଗଢ଼ିପାରେ ବିଜେପି ସରକାର

ଚାଲିଛି ଭୋଟ୍ ଗଣତି । ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି…

କେନ୍ଦ୍ରରେ କଡା ଟକ୍କର, ବିଜେପି ଆଗୁଆ

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଲକ୍ଷ୍ନୌ ଲୋକସଭା ଆସନରେ ଆଗରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିଲ୍ଲୀର ୭ଟି ଲୋକସଭା…

ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାର ବିଧାନସଭା ଓ ଲୋକସଭାରେ ଆସନରେ ବିଜେପି ଆଗୁଆ

ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନର…

ବିଜେପିର ଭୁବନେଶ୍ୱର, ପୁରୀ ଓ ବରଗଡ଼ର ଲୋକସଭା ପ୍ରାର୍ଥୀ ଆଗୁଆ

ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ଏପର୍ଯ୍ୟନ୍ତ ବିଜେପି ଭୁବନେଶ୍ୱର, ପୁରୀ ଓ ବରଗଡ଼ର ଲୋକସଭା ପ୍ରାର୍ଥୀ ଆଗୁଆ ରହିଥିବା ଦେଖିବାକୁ ମିଳିଛି । ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ…

ଆରମ୍ଭ ହେଲା ଭୋଟ୍ ଗଣତି

ଚଳତବର୍ଷ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ୧ ଲକ୍ଷ ୪୬…

ନିର୍ବାଚନ ଫଳାଫଳ ପୂର୍ବରୁ ବିଜୟର ଖାତା ଖୋଲିଲା ବିଜେପି

ଚଳିତବର୍ଷ ଲୋକସଭା ନିର୍ବାଚନର ଫଳାଫଳ ପାଇଁ ଗଣନା ବର୍ତ୍ତମାନ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କିଏ ଜିତିଛୁ ଏବଂ କିଏ ହାରିଛୁ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ୍ ଗଣନା ହେବା ପୂର୍ବରୁ ଗୋଟିଏ ଆସନର ଫଳାଫଳ…

ଓଡ଼ିଶାବାସୀ ଆଶୀର୍ବାଦ ଦେଇଛନ୍ତି, ଆମେ ଏକ ନମ୍ବର ହେବୁ : ସମୀର ମହାନ୍ତି

ଭୁବନେଶ୍ୱର : ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଇଭିଏମ୍‌ରେ କଏଦ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏହାପୂର୍ବରୁ ଓଡ଼଼ିଶା ରାଜନୀତିରେ ଏକ୍‌ଜିଟ୍‌ ପୋଲ ଆକଳନକୁ ନେଇ ବିଜେପି ଖୁବ ଉତ୍ସାହିତ ରହିଥିବାବେଳେ ବିଜେଡି…