ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୧୭ଟି ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ୨ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ସେହିପରି ଓଡ଼ିଶା ବିଧାନସଭାରେ ବିଜେପି ୫୦ଟି ଆସନରେ ଆଗରେଥିବା ବେଳେ ବିଜେଡି ୩୫, କଂଗ୍ରେସ ୬ ଆସନ ରହିଛି ।

Leave a Reply

Your email address will not be published. Required fields are marked *