ତାଜା ଖବର ରାଜନୀତି ରାଜ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାର ବିଧାନସଭା ଓ ଲୋକସଭାରେ ଆସନରେ ବିଜେପି ଆଗୁଆ June 4, 2024 Papi Jena ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନର…