ରାଜନୀତି ରାଜ୍ୟ ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ଭାଦୋବ ହାଁସଦା ବିଜେପିରେ ହେଲେ ସାମିଲ February 29, 2024 Nirvay ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ନବୀନ ନନ୍ଦ, ପୂର୍ବତନ ଗଁଦିଆ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍ତବନ୍ଧୁ ସାହୁ, ଢେଙ୍କାନାଳ…
ରାଜନୀତି ରାଜ୍ୟ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ February 29, 2024 Nirvay ଖଲ୍ଲିକୋଟ: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କଳି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ବିରୋଧ କରିଛନ୍ତି ଏବଂ ଏହା ସହ ‘ବିଧାୟିକା…
ରାଜନୀତି ରାଜ୍ୟ ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ପ୍ରସଙ୍ଗକୁ ନେଇ ବିଜେପିର ବିରୋଧ February 29, 2024 Nirvay ଭୁବନେଶ୍ୱର: ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କା ନବୀନ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର…
ରାଜନୀତି ରାଜ୍ୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ February 29, 2024 Nirvay ବିଜେପିରେ ମିଶିଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ । ୨୦୧୯ରେ ଯଦିଓ ସେ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ…
ଦେଶ ରାଜନୀତି ରାଜ୍ୟ ମାର୍ଚ୍ଚ ୫ ରେ “ଓଡ଼ିଶା ରାଜନୀତିରେ” ଝଡ଼: ଦିଲ୍ଲୀ ମିଡ଼ିଆ ଗସିପ February 29, 2024 Nirvay ଲେଖକ, ଅନୁସନ୍ଧାନକାରୀ ସାମ୍ବାଦିକ ତଥା ରଣନୀତିଜ୍ଞ ଅଭିଜିତ୍ ଆୟର-ମିତ୍ରଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ‘ଦିଲ୍ଲୀ ମିଡିଆ ଗସିପ’ ବିଭାଗ “ଓଡିଶା ରାଜନୀତି” ର ଏକ ବଡ଼ ଦିଗ ବିଷୟରେ ସୂଚିତ କରିଛନ୍ତି ଯାହା ଜାତୀୟ ରାଜନୀତିରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ।…
ରାଜନୀତି ରାଜ୍ୟ ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅନୀଲ ବିଶ୍ଵାଳ February 28, 2024 Nirvay ଭୁବନେଶ୍ୱର: ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ…
ରାଜନୀତି ରାଜ୍ୟ ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ February 28, 2024 Nirvay ଭୁବନେଶ୍ୱର: ଇଡ଼ିରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ହାଜର ହୋଇଥିବା ସୂଚନା ମିଳିଛି । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…
ରାଜନୀତି ରାଜ୍ୟ ସତ୍ୟବାଦୀରେ ଉମା, ସଞ୍ଜୟ କଳି; ଶଙ୍ଖ ଭବନରୁ ଆସିଲା ଡାକରା February 28, 2024 Nirvay ଭୁବନେଶ୍ୱର : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାସାମନ୍ତ ରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏଆସେ ନାହିଁ କହିଲେ ବିଧାୟକ ଉମାସାମନ୍ତ ରାୟ…
ରାଜନୀତି ରାଜ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା; ଅଡୁଆରେ ବିଧାୟକ ସମୀର ଦାଶ February 27, 2024 Nirvay ପୂର୍ବତନ ଓଡ଼ିଶା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ସମୀର ରଂଜନ ଦାଶଙ୍କ ପାଇଁ ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟରେ ପିଏଲ ଦାଖଲ ହେବା ପରେ ଅଡ଼ୁଆ ବଢ଼ିଛି।ଧର୍ମେନ୍ଦ୍ର ସାହୁଙ୍କ ବନ୍ଧୁ ଅକ୍ଷୟ…
ରାଜନୀତି ରାଜ୍ୟ ନୂଆ ଏନ୍ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ : ପିତାମ୍ବର ଆଚାର୍ଯ୍ୟ February 26, 2024 Nirvay ଭୁବନେଶ୍ୱର: ଗତ ଦୁଇ, ତିନି ଦିନ ପୂର୍ବରୁ ଓ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନ୍ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ । ନୂଆ ଏନ୍ଏସି ଘୋଷଣା କରିବାପାଇଁ…