ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତର ପ୍ରଦେଶର ରାୟବରେଲି ଆସନ ଓ କେରଳର ଓ୍ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗୁଆ ଅଛନ୍ତି। ଉତ୍ତର ପ୍ରଦେଶର ରାୟବରେଲିରୁ ୨ ଲକ୍ଷ ଭୋଟ ଆଗରେଥିବା ବେଳେ ସେହିପରି କେରଳର ଓ୍ୱାୟନାଡ ଆସନରୁ ୨ ଲକ୍ଷ ୮୫ ହଜାର ଭୋଟରେ ଅଗୁଆ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *