ଚଳିତବର୍ଷ ନିର୍ବାଚନ ସଂପୂର୍ଣ୍ଣ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି।ଓଡ଼ିଶାରେ ବହୁମତରେ ବିଜୟ ହାସଲ କରିଥିବା ଦେଖିବାକୁ  ମିଳିଛି।ରାଜ୍ୟରେ ନିର୍ବାଚନୀ ଫଳାଫଳରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି । ବିଜେପିକୁ ବିଧାନସଭାରେ ପ୍ରାୟ ୮୦ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ବିଜେଡି ୪୯, କଂଗ୍ରେସ ୧୪, ସ୍ୱାଧୀନ ୩ ଓ ସିପିଏମ୍ ଗୋଟିଏ ଆସନରେ ବିଜୟୀ ହେବେ ବୋଲି ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଏହି ଟ୍ରେଣ୍ଡ ସନ୍ଧ୍ୟା ୫ଟା ୪୫ମିନିଟ୍ ସୁଦ୍ଧା ରହିଛି ।

ଦେଖନ୍ତୁ କେଉଁ ଆସନରେ ବିଜୟ ହାସଲ କିଏ ଓ କେଉଁ ଦଳ କରିଛନ୍ତି।

ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ

ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ

ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ

ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ

ଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ

ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ

ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ

କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ

ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ

ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ

ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ବିଜୟୀ

ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ

କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ

ଖଡ଼ିଆଳ- ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ

ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ,

ରାଉରକେଲା- ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ,

ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ,

ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ,

ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ

ବୌଦ୍ଧ – ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ

ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ

କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ

ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ

ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ,

ଆଳି- ପ୍ରତାପ ଦେବ(ବିଜେଡି)

କୁଚିଣ୍ଡା- ରବି ନାୟକ(ବିଜେପି)

ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା(ବିଜେଡି)

ଦଶପଲ୍ଲା- ରମେଶ ବେହେରା(ବିଜେଡି)

ବିଝାଂରପୁର- ପ୍ରମିଳା ମଲ୍ଲିକ(ବିଜେଡି)

ଜଗତସିଂହପୁର- ଅମରେନ୍ଦ୍ର ଦାସ(ବିଜେପି)

ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ(ବିଜେଡି)

ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି)

ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ(ବିଜେପି)

କେନ୍ଦୁଝର- ମୋହନ ମାଝୀ(ବିଜେପି)

ସମ୍ବଲପୁର- ଜୟନାରାୟଣ ମିଶ୍ର(ବିଜେପି)

ଆନନ୍ଦପୁର- ଅଭିମନୁ୍ୟ ସେଠୀ(ବିଜେଡି)

ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)

ଭବାନୀପାଟଣା- ସାଗର ଦାସ(କଂଗ୍ରେସ)

ଅତାବିରା- ନିହାର ମହାନନ୍ଦ(ବିଜେପି)

ବଡ଼ସାହି- ସନାତନ ବିଜୁଳି(ବିଜେପି)

ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ)

ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ(ବିଜେପି)

କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ(ବିଜେପି)

ପାଟକୁରା- ଅରବିନ୍ଦ ମହାପାତ୍ର(ବିଜେଡି)

ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)

ଯଶୀପୁର- ଗଣେଶ ରାମସିଂ(ବିଜେପି)

ଫୁଲବାଣୀ- ଉମାଚରଣ ମଲ୍ଲିକ(ବିଜେପି)

କୋରାପୁଟ- ରଘୁରାମ ମାଛ(ବିଜେପି)

ବଡ଼ଚଣା-ଅମର ନାୟକ(ବିଜେପି)

କଟକ ସଦର- ପ୍ରକାଶ ସେଠୀ(ବିଜେପି)

ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି)

ଧର୍ମଶାଳା- ହିମାଂଶୁ ସାହୁ(ସ୍ୱାଧୀନ)

ଏକାମ୍ର ଭୁବନେଶ୍ୱର- ବାବୁ ସିଂ(ବିଜେପି)

ଧାମନଗର- ସୁରଜ ସୂର୍ଯ୍ୟବଂଶୀ(ବିଜେପି)ବ୍ର

ଜରାଜନଗର- ସୁରେଶ ପୂଜାରୀ(ବିଜେପି)

ନୟାଗଡ଼- ଅରୁଣ ସାହୁ(ବିଜେଡି)

ସତ୍ୟବାଦୀ-ଓମ୍ ପ୍ରକାଶ ମିଶ୍ର(ବିଜେପି)

ମହାକାଳପଡ଼ା-ଦୁର୍ଗା ପ୍ରସନ୍ନ ନାୟକ(ବିଜେପି)

ଭୁବନେଶ୍ୱର ଉତ୍ତର-ସୁଶାନ୍ତ ରାଉତ(ବିଜେଡି)

କଟକ ବାରବାଟୀ- ସୋଫିଆ ଫିରଦୋଷ(କଂଗ୍ରେସ)

ଖଡ଼ିଆଳ-ଅଧିରାଜ ପାଣିଗ୍ରାହୀ(ବିଜେଡି)

ଝରିଗାଁ-ନରସିଂହ ଭାତ୍ରା(ବିଜେପି)

ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ(କଂଗ୍ରେସ)

ଜୟଦେବ-ନବ କିଶୋର ମଲ୍ଲିକ(ବିଜେଡି)

କୋରେଇ-ଆକାଶ ଦାସ ନାୟକ (ବିଜେପି)

ଭୋଗରାଇ- ଗୌତମ ବୁଦ୍ଧ ଦାସ(ବିଜେଡି)

ରାଜନଗର- ଧ୍ରୁବ ସାହୁ(ବିଜେଡି)

ଡାବୁଗାଁ- ମନୋହର ରାନ୍ଧାରୀ(ବିଜେଡି)

ରାଜଗାଙ୍ଗପୁର- ସି ଏସ ରାଜନଏକ୍କା(କଂଗ୍ରେସ)

ବସ୍ତା- ସୁବାସିନୀ ଜେନା(ବିଜେଡି)

ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ(ବିଜେଡି)

ଆସିକା- ସରୋଜ ପାଢ଼ୀ(ବିଜେପି)

Leave a Reply

Your email address will not be published. Required fields are marked *