ରାଜନୀତି ରାଜ୍ୟ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜୟପାଲ ସିଂ ତୋମର March 9, 2024 Nirvay ଭୁବନେଶ୍ୱର: ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ମଧ୍ୟରେ ଆସୁଛି ଖବର । ମେଣ୍ଟକୁ ନେଇ ବିଜେପି ପକ୍ଷରୁ ଆସୁଛି ଭିନ୍ନ ମତ । ଆଜି ପୁଣି ମନମୋହନଙ୍କ କଥା ଦୋହରାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ।ମେଣ୍ଟ…
ରାଜନୀତି ରାଜ୍ୟ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ March 9, 2024 Nirvay ବିଜେଡି ବିଜେପି ମେଣ୍ଟକୁ ନେଇ ଖୋଲା ଚ୍ୟାଲେଞ୍ଜ କରି ଏମିତି କିଛି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପାଣିଗ୍ରାହୀ।ସେ କହିଛନ୍ତି କି ଦମ୍ ଅଛି ତ ଏକା ଲଢ଼ି ପାରିବ କି ବିଜେଡି? ସେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ଉପରେ…
ରାଜନୀତି ରାଜ୍ୟ ବିଜେଡି ମେଣ୍ଟ ପାଇଁ ଆଗ୍ରହୀ; ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ: ନୃସିଂହ ସାହୁ March 9, 2024 Nirvay ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଜେପି…
ରାଜନୀତି ରାଜ୍ୟ ମେଣ୍ଟକୁ ସାମଲଙ୍କ ନା, କିନ୍ତୁ ଚର୍ଚ୍ଚା ଜାରି March 9, 2024 Nirvay ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ମେଣ୍ଟ ହେଲେ ଆସନ ଭାଗବଣ୍ଟା ସୂତ୍ର କଣ ହୋଇପାରେ? ଗତ ଦୁଇଦିନ ଧରି ଏଭଳି କିଛି ପ୍ରଶ୍ନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପଡ଼ୁଛି ଉଠୁଛି। କିଛି ନେତା, ତଥାକଥିତ ରାଜନୈତିକ…
ରାଜନୀତି ରାଜ୍ୟ ବିଜେଡି ଛାଡିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା March 9, 2024 Nirvay ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସିଛି ବିଭିନ୍ନ ରାଜନୈତିକ ଦଳରୁ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏବେ ବାଲେଶ୍ୱରରେ ବିଜେଡିରୁ ଏକ ଖବର ସାମ୍ନାକୁ ଆସିଛି । ଏଠାରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ବିଜେଡିରୁ…
ରାଜନୀତି ରାଜ୍ୟ ମେଣ୍ଟ ଅଙ୍କ କଷା: ପାଣ୍ଡିଆନ, ବବି ଦିଲ୍ଲୀରେ March 7, 2024 Nirvay ନିର୍ଭୟ: ବିଜେଡିର ନୂଆ ମୁଣ୍ଡିଆଳ ଭି କେ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାରେ ସେମାନେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ସାକ୍ଷାତ କରି ମେଣ୍ଟର ଆସନ ବୁଝାମଣା…
ରାଜନୀତି ରାଜ୍ୟ ପ୍ରସାଦ ହରିଚନ୍ଦନ ପାଇଲେ ନିର୍ବାଚନ ପରିଚାଳନା ଦାୟିତ୍ୱ March 7, 2024 Nirvay ନିର୍ଭୟ: ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ଦେଲା ଏଆଇସିସି। ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ପାଇଲେ ପ୍ରସାଦ । ମିଡିଆ ସହ ସମନ୍ବୟ, ୱାର୍ ରୁମ୍ ପରିଚାଳନା ସହ ପ୍ରଗମନ, ରାଜନୈତିକ…
ରାଜନୀତି ରାଜ୍ୟ ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ March 7, 2024 Nirvay ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର…
ରାଜନୀତି ରାଜ୍ୟ ୧୨ରେ ଓଡ଼ିଶା ଆସିବେ ଅମିତ ଶାହ March 7, 2024 Nirvay ଭୁବନେଶ୍ୱର : ଓଡିଶା ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର…
ରାଜନୀତି ରାଜ୍ୟ ବିଜେଡି ନେତା ଅରବିନ୍ଦଙ୍କ ପାଇଁ ପ୍ରଚାର କରିବେ ବିଜେପି ନେତା ବିଜୟ March 7, 2024 Nirvay ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଜ ପୁଅ ତଥା ନୂତନ ଭାବେ ରାଜନୀତିରେ ପଦାର୍ପଣ କରିଥିବା ବିଜେଡି ନେତା ଅରବିନ୍ଦ ମହାପାତ୍ରଙ୍କ ପାଇଁ ଆଗାମୀ ନିର୍ବାଚନରେ ପ୍ରଚାର କରିବେ । ବହୁ ପୂର୍ବରୁ ବିଜୟ ବାବୁ ବିଜେଡିର ନୂଆ…