ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତାବାସ ପଣ୍ଡା ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଓ ଖୋଲତାଡ଼ ଜୋରଦାର ଚାଲିଛି।ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନ୍‌ ମାଧ୍ୟମରେ ଧମକ ଦେବା ଏବଂ ବିଭିନ୍ନ ପ୍ରକାର ପ୍ରଲୋଭିତ କରିବା ନେଇ ଗୁରୁତର ଅଭିଯୋଗ ଆସିବା ପରେ ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା।

 

 

 

Leave a Reply

Your email address will not be published. Required fields are marked *