ବିଜେପିରେ ସାମିଲ ହେବେ ଆଉ ଜଣେ ସ୍ୱାଧିନ ବିଧାୟକ । ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସେ ଆଗରୁ ବିଜେପିରେ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ସ୍ବାଧୀନରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ହୋଇଥିଲେ । ଏବେ ସେଖୁବଶୀଘ୍ର ତାଙ୍କର ଘର ବାହୁଡ଼ା ହେବ ବୋଲି କୁହାଯାଉଛି । ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେଡି ହେଭିୱେଟ ଦେବୀ ମିଶ୍ରଙ୍କୁ ହରାଇଥିଲେ ବିଜୟ ।

Leave a Reply

Your email address will not be published. Required fields are marked *