ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଅଞ୍ଚଳରୁ ୪୮ ବର୍ଷୀୟ ବିନୋଦ ବେହେରାଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ସତ୍ୟନଗରର ବିନୋଦ ବେହେରା । ଏହି ମାମଲାରେ ପୂର୍ବରୁ ୧୫ ଜଣ ଗିରଫ ହୋଇଥିବା ବେଳେ ଅଭିଯୁକ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୬ ରେ ପହଞ୍ଚିଛି। Post navigation 6 die of suffocation in septic tank in Kalahandi, CM announces Rs 4 lakh ex gratia Odisha Cabinet Reshuffle: କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ରାଜସ୍ୱ ମନ୍ତ୍ରୀ