Author: Nirvay

ଘରେ ବସି ପୋଷ୍ଟାଲ୍ ବାଲାଟ୍ ଯୋଗେ ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ

ମେ ୧୩ ତାରିଖରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ଏହା ପୂର୍ବରୁ ଘରେ ବସି ପୋଷ୍ଟାଲ୍ ବାଲାଟ୍ ଯୋଗେ ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ । ନିର୍ବାଚନ ଅଧିକାରୀମାନେ ଘରକୁ ଘର ବୁଲି ସେମାନଙ୍କୁ…

ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ଶତାଧିକ କର୍ମଚାରୀ

ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ ମେମ୍ବର ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଅଛନ୍ତି । । ଅଧିକାଂଶ କ୍ରିଉ ସଦସ୍ୟଙ୍କ ମୋବାଇଲ ସୁଇଚ ଅଫ୍‌ । ଯାତ୍ରୀ ହଇରାଣ,…

ବ୍ରହ୍ମପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା,୫ ଗିରଫ

ବ୍ରହ୍ମପୁରରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ପୀଡ଼ିତା…

ରାଜ୍ୟରେ ଅଂଶୁଘାତ ନେଲାଣି ୩ ଜୀବନ,୭୮୬ ଜଣ ଆକ୍ରାନ୍ତ

ରାଜ୍ୟରେ ଖରା ଗରମ ସାଙ୍ଗକୁ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି।ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ। ୩…

ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆଜି ସନ୍ଧ୍ୟା ୬ ପରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଆଜି ବୈଶାଖ ମାସ ଅମାବାସ୍ୟା ହୋଇଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ଏହି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ସାଧାରଣ ଦର୍ଶନ…

୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ , ୬୧.୪୫% ମତଦାନ

ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ ଲୋକସଭା ନିର୍ବାଚ୨୦୨୪ର ପର୍ଯ୍ୟାୟ ୩ ରେ ଆଜି ରାତି ୮ ଟା ପର୍ଯ୍ୟନ୍ତ ୬୧.୪୫% ଆନୁମାନିକ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା…

ହରିୟାଣାରେ ବିଜେପି ସରକାର ଟଳମଳ

ସଙ୍କଟରେ ହରିୟାଣାର ବିଜେପି ସରକାର। ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ।ବିଜେପିରୁ ସମର୍ଥନ ପ୍ରତ୍ୟାହାର ପରେ କଂଗ୍ରେସକୁ ସମର୍ଥନ ପାଇଁ ୩ ସ୍ବାଧୀନ ବିଧାୟକଙ୍କ ଘୋଷଣା।ଅପର ପକ୍ଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି ପାଇଁ କଂଗ୍ରେସ ଦାବି କରିଛି।…

ପିପିଲି ରାଜନୀତି ମଇଦାନରେ ସ୍ୱାମୀ-ସ୍ତ୍ରୀ

ପିପିଲି; ରାଜନୀତିରେ ସବୁ ସମ୍ଭବ । ସ୍ୱାମୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସ୍ତ୍ରୀ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଚଳିତ ନିର୍ବାଚନରେ ଗୋଟିଏ ଗୋଟିଏ ଦଳରୁ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ, ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପିପିଲିରେ…

ଜାମିନ ମିଳିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀଭାବେ କୌଣସି କାମ କରିପାରିବେ ନାହିଁ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ମିଳିବ ଉପରେ ଆଜି କୌଣସି ନିଷ୍ପତ୍ତି ହୋଇପାରି ନାହିଁ । କାରଣ ସାକ୍ଷୀ ଓ ସମୟ ଅଭାବରୁ ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଶେଷ ହୋଇ ପାରିନାହିଁ । ଏହି ମାମଲାର ଶୁଣାଣି ଆଉ…

କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତକୁ ନେଇ ଏମିତି କହିଲେ ଦେବୀ ମିଶ୍ର

ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର। ‘ପ୍ରଥମ ପର୍ଯାୟରେ ବିଜେଡି ବିପୁଳ ସମର୍ଥନ ପାଉଛି’,‘ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇଲେ ତାର ପ୍ରଭାବ ପଡୁଛି,ଅନ୍ୟ ରାଜ୍ୟରେ ବିଜେପିକୁ ସଫଳତା ମିଳୁନଥିବାରୁ ଓଡ଼ିଶା…