ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ନାଚ ନଚାଉଛନ୍ତି ପୂର୍ବତନ ପ୍ରଶାସକ: ଜୟ ପଣ୍ଡା May 12, 2024 Nirvay ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ଆଉ ମୋଦିଙ୍କ କଡ଼ା ସମାଲୋଚନାକୁ କାଉଣ୍ଟର କରି ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମାଝୀ May 12, 2024 Nirvay ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ସୁପ୍ରିମୋ ନବିନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି…
ରାଜ୍ୟ ମେ’ ୧୫ ରେ ଓଡିଶା ଆସିବେ ରାହୁଲ ଗାନ୍ଧି May 12, 2024 Nirvay ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ କଗ୍ରେଂସ ନେତା ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗଦେବେ ରାହୁଲ । ଏହା ହେବ ରାହୁଲଙ୍କ ୨ୟ ଓଡିଶା ଗସ୍ତ । ବଲାଙ୍ଗିର କଗ୍ରେଂସ ବିଧାୟକ ପାର୍ଥୀ…
ରାଜନୀତି ରାଜ୍ୟ ମେ ୨୦ରେ ପୁରୀରେ ମୋଦିଙ୍କ ରୋଡ ଶୋ May 12, 2024 Nirvay ପୁଣି ମେ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଆସିବେ ମୋଦି। ପୁରୀରେ ବିଶାଳ ରୋଡ୍ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା…
ରାଜନୀତି ରାଜ୍ୟ ୧୪ରେ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ୱ ଶର୍ମା May 12, 2024 Nirvay ଭୁବନେଶ୍ୱର : ମେ’ ୧୪ରେ ପୁଣିଥରେ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ୱ ଶର୍ମା । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର କାର୍ଯ୍ୟକ୍ରମ ସେତେ ଜୋରରେ ଚାଲିଛି । “ବିକଶିତ ଭାରତ ବିକଶିତ ଓଡ଼ିଶା” ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ…
ଦେଶ ରାଜନୀତି ରାଜ୍ୟ ନବୀନଙ୍କ ଉପରେ ଆକ୍ରମଣ: ଶାହ ଆସିବେ କଣ୍ଟାବାଞ୍ଜି, ନଡ୍ଡା ଆସିବେ ହିଞ୍ଜିଳି May 12, 2024 Nirvay ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ଦଳୀୟ ନେତା। ରାଜ୍ୟ ନେତା ତଥା ବିଜେପି ପ୍ରାର୍ଥୀମାନେ ଦୁଆର ଦୁଆର ଯାଇ ଜନମତ ଲଢ଼ୁଥିବା ବେଳେ କେନ୍ଦ୍ରୀୟ ନେତା ଆସି ମଧ୍ୟ ପ୍ରଚାର କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ…
ଦେଶ କାଳଭୈରବଙ୍କ ଆଶୀର୍ବାଦ ନେଇ ମେ’ ୧୪ ନାମାଙ୍କନପତ୍ର ଦାଖଲ କରିବେ ମୋଦି May 12, 2024 Nirvay ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ତୃତୀୟ ଥର ପାଇଁ ନାମାଙ୍କନ ଭରିବେ । ମେ’ ୧୪ ଗଙ୍ଗା ସପ୍ତମୀ ସହ ପୁଷ୍ୟା ନକ୍ଷତ୍ରର ସଂଯୋଗ ରହିଥିବାରୁ ଓ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି…
ରାଜ୍ୟ କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ May 12, 2024 Nirvay ଭୁବନେଶ୍ୱର : ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଆସନ୍ତାକାଲି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ୍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଓ ୭…
ରାଜନୀତି ରାଜ୍ୟ ମାଗଣା ବିଜୁଳି ନେଇ ଭୁଆଁ ବୁଲାଇଲେ ନବୀନ ପଟ୍ଟନାୟକ May 12, 2024 Nirvay ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର ପାଇଁ ପହଞ୍ଚିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି, ଏହାସହ ଚିରାଚରିତ ଭାବେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ବିଜେଡିର ମାଗଣା ବିଜୁଳି…
ରାଜ୍ୟ ଚିର ନିଦ୍ରାରେ ଜଙ୍ଗଲର ରାଜା ‘ନନ୍ଦନ’ May 11, 2024 Nirvay ଭୁବନେଶ୍ୱର;ଶନିବାର ଦିନ ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ୧୮ ବର୍ଷୀୟ ରୟାଲ ବେଙ୍ଗଲ ଟାଇଗର ନନ୍ଦନଙ୍କ ମୃତ୍ୟୁ ଘଟିଛି। ଗତ ତିନିମାସ ଧରି ନନ୍ଦନ ଅସୁସ୍ଥ ଥିଲା। ସେ ସଠିକ୍ ଭାବରେ ଚାଲିବାକୁ ଅସମର୍ଥ ହୋଇଥିଲା । ନନ୍ଦନ ଅଣ୍ଟାରେ ଆର୍ଥ୍ରାଇଟିସରେ…