New Delhi, July 13 (ANI): Congress leader Rahul Gandhi arrives to attend a meeting with leaders of Uttarakhand Congress chairing by party president Mallikarjun Kharge, at the party HQ in New Delhi on Thursday. (ANI Photo)

ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ କଗ୍ରେଂସ ନେତା ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗଦେବେ ରାହୁଲ । ଏହା ହେବ ରାହୁଲଙ୍କ ୨ୟ ଓଡିଶା ଗସ୍ତ । ବଲାଙ୍ଗିର କଗ୍ରେଂସ ବିଧାୟକ ପାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଆଜି ଏହି ସୂଚନା ଦେଇଛନ୍ତି । ଗତ ମେ ‘୩ରେ ରାହୁଲଙ୍କର ଓଡିଶା ଆସି ଏକ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ସେହି ଦିନ ତାଙ୍କ ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ସେ ଓଡିଶା ଆସି ପାରିନଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ୍‌ ୨୮ରେ ସାଲେପୁର ଆସିଥିଲେ ।

By SonaliP

Leave a Reply

Your email address will not be published. Required fields are marked *