ବ୍ରାଜିଲ କିମ୍ବଦନ୍ତୀ ନେମାର ଜୁନିଅର ଆନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିଛନ୍ତି। ୨୦୨୬ ଫିଫା ବିଶ୍ବକପରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଅବସର ଘୋଷଣା କରିଛନ୍ତି । ଏହା ସହିତ ବିଶ୍ବ ଫୁଟ୍ବଲ୍ର ଅନ୍ୟତମ ସଫଳ କ୍ୟାରିୟରର ପରିସମାପ୍ତି ହୋଇଛି। ବ୍ରାଜିଲ୍ ପାଇଁ ସର୍ବାଧିକ ଗୋଲ୍ ସ୍କୋର କରିଛନ୍ତି ନେମାର। ୧୬ ବର୍ଷର କ୍ୟାରିୟର୍ ମଧ୍ୟରେ ନେମାର୍ ୧୨୯ ମ୍ୟାଚ୍ରେ ୮୦ ଗୋଲ୍ କରିଛନ୍ତି। Post navigation Brazil’s star footballer Neymar announces Retirement from International Football Heavy Rain Alert in Odisha: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଆଜି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା