ଗୋ ମାଫିଆଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା । ଗୋ ମାଫିଆକୁ ସହଯୋଗ ଅଭିଯୋଗରେ ୨ ପୋଲିସ ନିଲମ୍ବିତ। ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ ହୋଇଛନ୍ତି । ଏହା ସହ ହୋମଗାର୍ଡ ସୁବ୍ରତ ପଢିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । Post navigation Kendujhar Becomes New Face of Hunger: ଭୋକର ଭୂଗୋଳ ବର୍ତ୍ତମାନ ପାଲଟି ଯାଇଛି କେନ୍ଦୁଝର: ଭକ୍ତ ଦାସ Corruption Allegations in OCAC Tender: ଓକାକ ଟେଣ୍ଡର ମହାଦୁର୍ନୀତିକୁ ବିଜେପି ସରକାର ଘଂଟ ଘୋଡାଉଛନ୍ତି- ଯୁବ କଂଗ୍ରେସ