ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାର ପ୍ରତି ସମବେଦନା, ଆହତଙ୍କ ଆରୋଗ୍ୟ କାମନା କରି ସମସ୍ତ ସହାୟତା ଯୋଗାଇ ଦେବ ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଏହିପରି ସଙ୍କଟ ସମୟରେ ଆମେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ରହିଛି ଭାରତ । ଅନ୍ୟପଟେ ଏହି ଭୂମିକମ୍ପରେ ୧୦ ହଜାରରୁ ଅନେକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଲକ୍ଷ ଲକ୍ଷ ଲୋକେ ଆହତ ହୋଇଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ଲକ୍ଷେ ଟପିପାରେ ବୋଲି ଆକଳନ କରାଯାଉଛି। Post navigation 2 Massive Earthquakes rock Venezuela; at least 32 Killed, 700 Injured Heavy Rain Alert in Odisha: ଆଜି ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି