ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଦଳର ବରିଷ୍ଠ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ସମେତ ଶୀର୍ଷ ରାଜନୈତିକ ନେତାମାନେ ମାନସ ମନ୍ଥନ ଅଧିବେଶନରେ ଯୋଗଦେବା ପାଇଁ ବାସଭବନରେ ପହଞ୍ଚିଛନ୍ତି। ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଭିତରେ ଏହି ବୈଠକକୁ ନେଇ ସସପେନ୍ସ ଦେଖା ଦେଇଛି । ଏହା ସହ SIR ଉପରେ ମଧ୍ୟ ଆଲୋଚନା କରିପାରନ୍ତି ନବୀନ ବୋଲି ଜଣାପଡ଼ିଛି। Post navigation Tamil Nadu Gas Tragedy: Death toll of Odia Workers rises to 8 Sarpanch Chameli Ojha Protest: କେନ୍ଦ୍ରାପଡ଼ା SP ଅଫିସ୍ ଆଗରେ ଚାମେଲି ଓଝାଙ୍କ ଧାରଣା