କେନ୍ଦ୍ରାପଡ଼ା SPଙ୍କ ଅଫିସ୍‌ ଆଗରେ ଧାରଣା ଦେଲେପ ତିଖିରି ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି ଏବଂ ମହାକାଳପଡ଼ା ବିଡିଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସେ ପ୍ରତିବାଦ ଆରମ୍ଭ କରିଛନ୍ତି । ନ୍ୟାୟ ଦାବିରେ ଆଜି ନିଜ ସହଯୋଗୀ ଅନ୍ୟ ମହିଳାମାନଙ୍କ ସହ ଶୋଭାଯାତ୍ରାରେ ଆସି ଏସପି ଅଫିସ ଆଗରେ ଧାରଣାରେ ବସିଛନ୍ତି ଚାମେଲି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଧାରଣାରେ ବସିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଚାମେଲି ।

 

 

Leave a Reply

Your email address will not be published. Required fields are marked *