Tag: Chameli Ojha

Chameli Ojha Protest: ଭୁବନେଶ୍ବର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା

ଭୁବନେଶ୍ବର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା। ମହାକାଳପଡ଼ା ବିଡ଼ିଓ ଓ ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ତିଖିରୀ ସରପଞ୍ଚ ଚାମେଲୀ ଓଝା । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର…

Sarpanch Chameli Ojha Protest: କେନ୍ଦ୍ରାପଡ଼ା SP ଅଫିସ୍‌ ଆଗରେ ଚାମେଲି ଓଝାଙ୍କ ଧାରଣା

କେନ୍ଦ୍ରାପଡ଼ା SPଙ୍କ ଅଫିସ୍‌ ଆଗରେ ଧାରଣା ଦେଲେପ ତିଖିରି ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି ଏବଂ ମହାକାଳପଡ଼ା ବିଡିଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସେ ପ୍ରତିବାଦ ଆରମ୍ଭ କରିଛନ୍ତି…

Chameli Ojha Controversy: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା; ଆଉ ଜଣେ ଗିରଫ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ତିଖିରି ସରପଞ୍ଚ ଚମେଲି ଓଝାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଆଉ ଜଣେ ଗିରଫ। ହିମାଂଶୁ ପ୍ରଧାନ ନାମକ ଯୁବକଙ୍କୁ ଗିରଫ କଲା ମହାକାଳପଡ଼ା ଥାନା ପୋଲିସ । ଚାମେଲି ଅଭିଯୋଗ କରିଥିବା ୭ ଜଣଙ୍କ…

Chameli Ojha writes letter to PM Modi: ମିଥ୍ୟା ଜେଲ ଦଣ୍ଡ ବିରୁଦ୍ଧରେ ନ୍ୟାୟ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା

ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଉପରେ ହୋଇଥିବା ଦୁର୍ବ୍ୟବହାର, ମିଥ୍ୟା ଜେଲ ଦଣ୍ଡ ଓ ଆକ୍ରମଣକୁ ବିରୋଧ କରି ନ୍ୟାୟ ଦାବିରେ ଚିଠି ଲେଖିଛନ୍ତି । ମହାକାଳପଡ଼ାରେ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ…

Chameli Ojha Controversy: ସରପଞ୍ଚ ଚାମେଲି ଓଝା ବିବାଦ: ସ୍ଥାନୀୟ ଏସ୍‌ପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ସତ୍ୟତା ଜଣାପଡ଼ିବ: ଆଇନମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିବାଦୀୟ ମାମଲାର ପ୍ରକୃତ ସତ୍ୟାସତ୍ୟ ପରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସରକାର…

Chameli Ojha Row: ଚମେଲିଙ୍କ ଜୀବନ ପ୍ରତି ଆଗକୁ ବଡ଼ ବିପଦ ଆଶଙ୍କା: ଭକ୍ତ ଦାସ

କେନ୍ଦ୍ରାପଡ଼ା ତିଖିରୀ ପଞ୍ଚାୟତର ବହୁତ ଚର୍ଚ୍ଚିତ ସରପଞ୍ଚ ଚମେଲି ଓଝାଙ୍କ ବିରୋଧରେ ପୋଲିସ ପ୍ରଶାସନର ବେଆଇନ କାର୍ଯ୍ୟାନୁଷ୍ଠାନ ତଥା ଶାରୀରିକ ନିର୍ଯାତନାରେ ପୀଡିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଚମେଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ…

Chameli Ojha Row Escalates: ଜେଲ୍‌ରେ ଅସୁସ୍ଥ ହେବାରୁ ତିଖିରି ସରପଞ୍ଚ ଚାମେଲି ଓଝା ପୁଣି ଥରେ ମେଡିକାଲ୍‌ରେ ଭର୍ତ୍ତି

ଗିରଫ ପରେ ଜେଲ୍‌ରେ ପୁଣି ଅସୁସ୍ଥ ହୋଇ ପଡ଼ିଲେ କେନ୍ଦ୍ରାପଡା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

Chameli Ojha Sent to Jail: ଗିରଫ ପରେ ଜେଲ୍‌ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

ଜେଲ ଗଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତିଖିରିର ଭାଇରାଲ ଭିଡିଓ ସରପଞ୍ଚ ଚାମେଲି ଓଝା । ବିଡିଓଙ୍କୁ ଅଶାଳୀନ ବ୍ୟବହାର କରିବା ଓ ଥାନା ଭିତରେ ପଶି ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ…