୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ମାମଲାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ମଧ୍ୟରେ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି । ସରକାରୀ ଓକିଲ ନିଯୁକ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ । ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ୍ କରି ଦାୟର ପିଟିସନ୍କୁ ଖାରଜ କରାଯାଇଛି । ୧୧ଟି ରିଟ୍ ପିଟିସନ୍ର ଏକତ୍ର ଶୁଣାଣି କରି ଖାରଜ କଲେ ହାଇକୋର୍ଟ । କାର୍ଯ୍ୟକାଳ ସରିବା ପୂର୍ବରୁ ନିଯୁକ୍ତି ରଦ୍ଦ ହୋଇଥିବାରୁ ପିଟିସନ୍ ହୋଇଥିଲା । Post navigation Sarpanch Chameli Ojha Protest: କେନ୍ଦ୍ରାପଡ଼ା SP ଅଫିସ୍ ଆଗରେ ଚାମେଲି ଓଝାଙ୍କ ଧାରଣା 14th Multi-Agency Maritime Security Group Meeting: ଭୁବନେଶ୍ୱରରେ ଉଦ୍ଘାଟିତ ହେଲା ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ