ଦେଶରେ ଅନୁପ୍ରବେଶ ରୋକିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରକାଶ ପ୍ରଭାକର ନାଓଲେକରଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ। ଏଥିରେ ଜନଗଣନା କମିଶନର, ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗା ଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ଅର୍ଥନୀତିଜ୍ଞ ଡକ୍ଟର ଶମିକା ରବି ସଦସ୍ୟ ଭାବରେ ରହିବେ। Post navigation MP supporters vandalise MLA’s Plaque before inauguration in Kabisuryanagar “Jaldi Bhaago” – Suvendu Adhikari Warns Bangladeshi Infiltrators