୨୭ ନୁହେଁ ୨୮ ତାରିଖରେ ଇଦ୍-ଉଲ୍-ଜୁହା । ତେଣୁ ଆସନ୍ତା ୨୮ରେ ସରକାରୀ ଛୁଟି ନେଇ ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ୨୭ରେ ପରିବର୍ତ୍ତେ ୨୮ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ କୋର୍ଟ ବନ୍ଦ ରହିବ। Post navigation Pradeep Jena Resigns as OERC Chairperson: OERCର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା Odisha CM calls on PM Modi, invites to attend State Govt’s 2nd Anniversary Celebrations