Tag: Eid Al-Adha 2026

Eid-ul-Zuha 2026 Holiday in Odisha: ଆସନ୍ତା ୨୮ରେ ଇଦ୍‌-ଉଲ୍‌-ଜୁହା; ସରକାରୀ ଛୁଟି ଘୋଷଣା

୨୭ ନୁହେଁ ୨୮ ତାରିଖରେ ଇଦ୍‌-ଉଲ୍‌-ଜୁହା । ତେଣୁ ଆସନ୍ତା ୨୮ରେ ସରକାରୀ ଛୁଟି ନେଇ ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ୨୭ରେ ପରିବର୍ତ୍ତେ ୨୮ରେ ରାଜ୍ୟର ସମସ୍ତ ସରକାରୀ…