ହିଟ୍‌ ୱେଭ୍‌କୁ ଦେଖି SIR ପାଇଁ ସମୟସୂଚୀରେ ପରିବର୍ତ୍ତନ କଲେ CEO। ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ଫିଲ୍ଡ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶ ଅନୁସାରେ ସକାଳ ୬ରୁ ଦିନ ୧୧, ଅପରାହ୍ଣ ୪ରୁ ସନ୍ଧ୍ୟ ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରାଯିବ। ଏନେଇ ଅତିରିକ୍ତ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳ, DEO ଏବଂ BMC ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *