ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡ଼ିକୁ ଅଣ୍ଡା ଓ ବୋତଲ ମାଡ଼ ହୋଇଛି ।ତିଗିରିଆ ବୈଠକକୁ ଆସୁଥିବା ବେଳେ ଜୋରଦାର ବିରୋଧ କରି ଏହି ଅଣ୍ଡାମାଡ଼ କରାଯାଇଛି। ଏହା ସହ ଠେଙ୍ଗାରେ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । Post navigation Internship Programme in Odisha: ୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ: ସୂର୍ଯ୍ୟବଂଶୀ ସୂରଜ Twisha Sharma’s Death case: ତ୍ୱିଷା ଶର୍ମା ମୃତ୍ୟୁ ମାମଲା; ତଦନ୍ତ କରିବ ସିବିଆଇ