ବ୍ରହ୍ମପୁର ଗିରି ରୋଡରେ ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି । ଦୁଇ ଜଣ ଯୁବକ ଠେଙ୍ଗାରେ ପିଟିଥିବା ସୂଚନା ମିଳିଛି । ଘଟଣାକୁ ନେଇ ADG ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆକ୍ରମଣକାରୀଙ୍କ ଚିହ୍ନଟ ସରିଛି ଏବଂ ସେମାନଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଆକ୍ରମଣରେ ଆହତ ଯୁବକ ଯୁବତୀଙ୍କୁ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। Post navigation Our Village Our Tehsil Scheme: ମୋ ଗାଁ ମୋ ତହସିଲ ଯୋଜନା; ଏଥର ଘରେ ମିଳିବ ରାଜସ୍ୱ ସେବା