Tag: Attack

Attack on Tiger Shroff: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ପ୍ରାଣଘାତୀ ଆକ୍ରମଣ

ମୁମ୍ବାଇର ଜୁହୁ ଅଞ୍ଚଳରେ ଆଜି ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ଏକ ପ୍ରାଣଘାତୀ ଆକ୍ରମଣ ହୋଇଛି। ଏକ ଫୁଟବଲ୍ ପଡ଼ିଆରୁ ନିଜ କାର୍‌ରେ ଫେରୁଥିବା ସମୟରେ ବାଇକ୍‌ରେ ଆସିଥିବା ତିନିଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଅନ୍ଧାଧୁନ୍ଧ…

Terror Attack at Riyadh Airport: ରିୟାଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆତଙ୍କୀ ଆକ୍ରମଣ: ୧୨ ମୃତ

ସାଉଦି ଆରବର ରାଜଧାନୀ ରିୟାଦ୍ ସ୍ଥିତ କିଙ୍ଗ୍ ଖାଲିଦ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲାରେ ଅତି କମ୍‌ରେ ୧୨…

BJP Social Media Head Attacks Woman BDO: ଡେରାବିଶରେ ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡେରାବିଶ ମହିଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକଙ୍କ ଚାମ୍ବରରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ ଓ ଅସହ୍ୟ ଗାଲିଗୁଲଜ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ…

Berhampur attack incident: ବ୍ରହ୍ମପୁର ଆକ୍ରମଣ ଘଟଣା; ଆକ୍ରମଣକାରୀ ଚିହ୍ନଟ

ବ୍ରହ୍ମପୁର ଗିରି ରୋଡରେ ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି । ଦୁଇ ଜଣ ଯୁବକ ଠେଙ୍ଗାରେ ପିଟିଥିବା ସୂଚନା ମିଳିଛି । ଘଟଣାକୁ ନେଇ ADG ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,…

Sand Mafia Assaults Woman RI: ଆରଆଇଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଦିନକୁ ଦିନ ବାଲି ମାଫିଆଙ୍କ ବର୍ବରତା ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚଢାଉ ସମୟରେ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆଙ୍କ ସଦସ୍ୟମାନେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ…

Attack On Odia Youth In Tamil Nadu: ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଗଭୀର ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ସଂଜ୍ଞାନ ନେବା ସହ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଜଣେ ନିରୀହ ଓଡ଼ିଆ…

ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ 

ଯାଜପୁରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଧର୍ମଶାଳାରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଜଣାପଡିଛି। ଯାଜପୁର ଜିଲ୍ଲା ଧର୍ମଶାଳରେ ଚାଲିଥିବା ମା’ ହିଙ୍ଗୁଳା ଯଜ୍ଞରେ…

ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଗତ ରାତିରେ ଉଭୟଙ୍କୁ ବାଲେଶ୍ବର ନାଥପାଣି ଛକରେ ଥିବା ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିବା ଅଭିଯୋଗ ହୋଇଛି ।…

ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ ଯାଜପୁରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଯାଜପୁର ଟାଉନ ଥାନାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଏବେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ଯାଜପୁର ରେ ପହଞ୍ଚିଛନ୍ତି ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତକାରୀ ଟିମରେ ରହିଛନ୍ତି କ୍ରାଇମବ୍ରାଞ୍ଚର ୨ଜଣ ଡିଏସପି…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ୧୦ ଜଣ ଗିରଫ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାକୁ ଗୁରୁତ୍ବର ସହିତ ନେଉଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ସଂପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ଏହି ୧୦…