OTET Exam 2025: ୧୭ ତାରିଖରେ ହେବାକୁ ଥିବା OTET ପରୀକ୍ଷା ସମୟରେ ପରିବର୍ତ୍ତନ

ଶିକ୍ଷକଙ୍କ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ୧୭ ତାରିଖରେ ହେବ । ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ସମୟ ବଦଳିଛି । ଏହାର ସମୟ ୩୦ ମିନିଟ୍‌…

Vijay Hazare Trophy: ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ

ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ବିପ୍ଲବ ସାମନ୍ତରାୟଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରାଜେଶ ମହାନ୍ତିଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।…

Dharmasala Violence: ଧର୍ମଶାଳା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଗିରଫ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସରେ ଦଳୀୟ ବୈଠକ କରୁଥିବା ବିଜେଡି କର୍ମୀମାନଙ୍କୁ ଆକ୍ରମଣ କରିବା ଘଟଣାରେ ଜେନାପୁର ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର…

Congress Press Meet: ମୋକିମ ବିଜେପିର ବ୍ୟାଖ୍ୟାନର କ୍ରୀଡ଼ନକ ସାଜିଛନ୍ତି: ଅରବିନ୍ଦ ଦାସ

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କାର ବିଷୟକୁ ନେଇ ଆଜି କଂଗ୍ରେସ ଗଣମାଧ୍ୟମ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ୫ ଦିନ ଧରି ବିଜେପିର ଭୁଲ୍ ବ୍ୟାଖ୍ୟାନ…

Mumbai BMC Election: ଜାନୁଆରୀ ୧୫ରେ BMC ନିର୍ବାଚନ

ଜାନୁଆରୀରେ ବିଏମସି ନିର୍ବାଚନ । ଜାନୁଆରୀ ୧୫ରେ ବିଏମସି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରିହନ ମୁମ୍ବାଇ କର୍ପୋରେସନ (BMC) ପାଇଁ ହେବ ନିର୍ବାଚନ । ବିଏମସି ନିର୍ବାଚନ ସହିତ, ମହାରାଷ୍ଟ୍ରର ଅନ୍ୟ ୨୮ଟି ନଗର ନିଗମରେ ମଧ୍ୟ…

BJP National Working President: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ଦାୟିତ୍ବ ନେଲେ ନିତିନ ନବୀନ । ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯାଇ ଦାୟିତ୍ବ ନେଲେ ନିତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଶାହଙ୍କ ଉପସ୍ଥିତିରେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଛନ୍ତି…

Dharmasala Violence: ଧର୍ମଶାଳା ରାଜନୈତିକ ହିଂସା ଘଟଣା: ମୁହଁ ଖୋଲିଲେ ଧର୍ମଶାଳାରେ ବିଧାୟକ

ଧର୍ମଶାଳାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ମୁହାଁମୁହିଁ ହେବା ପରେ ତେଜିଛି ରାଜନୀତି । ଧର୍ମଶାଳାରେ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ୍ ଲିକୁଙ୍କ ସମର୍ଥକ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ତାଙ୍କ ଦଳ କର୍ମୀଙ୍କୁ ଆକ୍ରମଣ…

Flight Cancellations: ଦିଲ୍ଲୀରେ ଘନ କୁହୁଡ଼ି; ୧୦୦ ବିମାନ ବାତିଲ

ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଉଡ଼ୁନି ବିମାନ। ଘନ କୁହୁଡ଼ି, ଧୂଆଁ ଧୂଆଁ ପରିବେଶ ପାଇଁ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଦିଲ୍ଲୀରେ ଦୃଶ୍ୟମାନ କମ୍ ପାଇଁ ୧୦୦ ବିମାନ ବାତିଲ୍ କରାଯାଇଛି । ଏହା ସହ ୩୦୦ରୁ…

Global Visa Center: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର

ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ।ବରମୁଣ୍ଡା ବସ୍ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ଭିସା ସେଣ୍ଟର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ…

Hikes Stipend For PG Students ରାଜ୍ୟର ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍‌ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି। ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ…