Dharmendra Pradhan Slams Naveen Pattnaik: ସୀମା ପୁନଃ ନିର୍ଦ୍ଧାରଣ ବିଲ ପ୍ରସଙ୍ଗ; ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଧର୍ମେନ୍ଦ୍ର ପ୍ରଧାନ

ସଂସଦରେ ସୀମା ପୁନଃ ନିର୍ଦ୍ଧାରଣ ବିଲ ପ୍ରସଙ୍ଗକୁ ନେଇ ତେଜୁଛି ଓଡ଼ିଶା ରାଜନୀତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରି ଧର୍ମେନ୍ଦ୍ର ଲେଖିଛନ୍ତି ଯେ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ…

School Holiday in Odisha: ରାଜ୍ୟରେ ଅସହ୍ୟ ତାତି; କାଲିଠୁ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ସମସ୍ତ ସ୍କୁଲ-କଲେଜ ଛୁଟି

ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢ଼ିବାରେ ଲାଗିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରୁଛି ଜନଜୀବନ । ସାରା ଓଡ଼ିଶାରେ ଗରମପ୍ରବାହ ବୃଦ୍ଧି ପାଉଥିବାବେଳେ, ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ…

CM Mohan Majhi Pays Tribute to Biju Patnaik: ସମୃଦ୍ଧ ଓଡ଼ିଶା ନେଇ ବିଜୁ ବାବୁ ଦେଖିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ…

Bijay Mohapatra Targets Pandian: ଓଡ଼ିଶା ନାଗରିକ ମଞ୍ଚରେ ପରୋକ୍ଷରେ ପାଣ୍ଡିଆନଙ୍କୁ ବିଜୟଙ୍କ ଟାର୍ଗେଟ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଆତ୍ମପ୍ରକାଶ କରିଛି ଓଡିଶା ନାଗରିକ ମଞ୍ଚ। ଭୁବନେଶ୍ବର ଓୟୁଏଟି ଅଡିଟୋରିୟମରେ ବିଶାଳ ସମାବେଶରେ ଏକତ୍ର ହୋଇଛନ୍ତି ବହୁ ବିଜୁ ଲିଗାସି ନେତା। ଏହି…

Dilip Ray Gets Emotional: ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଭାବବିହ୍ବଳ ହୋଇପଡ଼ିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟବ୍ୟାପୀ ବ୍ୟାପକ ଆୟୋଜନ ଚାଲିଛି। ଏହି ଅବସରରେ ବିଜୁ ଅନୁଗତ ତଥା ବିଜୁ ପ୍ରେମୀ “ଓଡିଶା ନାଗରିକ ମଞ୍ଚ” ନାମରେ ଏକ ନୂତନ ମଞ୍ଚ ଗଢ଼ିଛନ୍ତି। ଭୁବନେଶ୍ୱରର ଓୟୁଏଟି (OUAT)…

Biju Patnaik Death Anniversary: ଓଡ଼ିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି: ନବୀନ ପଟ୍ଟନାୟକ 

ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ରାଜନୈତିକ ଯାତ୍ରାରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ…

CRCCs Resign Collectively: ନିର୍ଯାତନା ଅଭିଯୋଗରେ ୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା

ଗଞ୍ଜାମରେ ୧୭ କ୍ଲଷ୍ଟର ରିସୋର୍ସ ସେଣ୍ଟର ସଂଯୋଜକ (ସିଆରସିସି)ଙ୍କ ସାମୂହିକ ଇସ୍ତଫା। ରଙ୍ଗେଇଲୁଣ୍ଡା ବ୍ଲକ୍‌ ଓ ବ୍ରହ୍ମପୁରରେ କାର୍ଯ୍ୟରତ ସିଆରସିସିଙ୍କ ଇସ୍ତଫା । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ଆସି ଇସ୍ତଫା ଦେଇଛନ୍ତି । ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସିଆରସିସିଙ୍କୁ…

Chemical Ripening Fruits Alert: ବେଆଇନ ଫଳ ପାଚିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା FSSAI

ଫଳ ପଚେଇବାକୁ ଆଉ ବ୍ୟବହାର ହୋଇପାରିବ ନାହିଁ କ୍ୟାଲସିୟମ୍ କାର୍‌ବାଇଡ୍ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବେଆଇନ ଫଳ ପାଚିବା ଏଜେଣ୍ଟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିବା ପାଇଁ ସାରା ରାଜ୍ୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Death Anniversary Of Biju Patnaik: ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ବିଜୁ ବାବୁଙ୍କ ପୂଣ୍ୟତିଥି ଅବସରରେ ବିଜେଡ଼ି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି…

Security Officers Will be Appointed in Medical Colleges: ଡାକ୍ତରଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍‌

ଡାକ୍ତରଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଡାକ୍ତରୀ ବୃତ୍ତିଗତଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରାଜ୍ୟ ସରକାର ସମସ୍ତ ମେଡିକାଲ୍ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ପାଇଁ ନୂତନ ପଦକ୍ଷେପ…