ଦୀର୍ଘ ବର୍ଷର ଅପେକ୍ଷା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବିଗୁଲ ବାଜିଛି । ଏବେ ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ୩ଟି ବିଶ୍ବବିଦ୍ୟାଳୟରେ ନିର୍ବାଚନ ନ ହୋଇ ସିଧାସଳଖ ଛାତ୍ର ନେତା ଚୟନ କରାଯିବ । ଓଡ଼ିଆ ବିଶ୍ବବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଚୟନ ପ୍ରକ୍ରିୟା ଜରିଆରେ ଛାତ୍ର ନେତା ଚୟନ କରାଯିବା ନେଇ ସ୍ଥିର ହୋଇଛି । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । Post navigation Pramod Bhagat as India’s Flag Bearer: ପ୍ରମୋଦ ଭଗତ ଭାରତର ଧ୍ୱଜାବାହକ BJD Maintains Equal Distance from BJP, Congress: ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି