ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତାବାସ ପଣ୍ଡା ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଛାନ୍ଭିନ୍ ଓ ଖୋଲତାଡ଼ ଜୋରଦାର ଚାଲିଛି।ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେବା ଏବଂ ବିଭିନ୍ନ ପ୍ରକାର ପ୍ରଲୋଭିତ କରିବା ନେଇ ଗୁରୁତର ଅଭିଯୋଗ ଆସିବା ପରେ ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା। Post navigation Student Union Elections: ଛାତ୍ର ସଂସଦ ନିର୍ବାଚନ; ଅଣ-ଛାତ୍ରଙ୍କ ଉପରେ ରହିବ କଡ଼ା ନଜର: ପୋଲିସ ଡିଜି संसद से चुनाव आयोग मुख्यालय तक विपक्षी सांसदों का ‘लोकतंत्र बचाओ’ मार्च